ମିଶନ ଶକ୍ତି ସଚିବ ପଦରୁ ହଟିଲେ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର : ମିଶନ ଶକ୍ତି ବିଭାଗ କମିଶନର ଓ ସଚିବ ଥିବା ସୁଜାତା କାର୍ତ୍ତିକେୟନଙ୍କୁ ପଦରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତର ମୁଖ୍ୟ ନିର୍ବାଚନ କମିଶନର(ଇସିଆଇ) । ବିଜେପିର କେନ୍ଦ୍ରୀୟ ଟିମ୍ ଗୁରୁବାର ଇସିଆଇଙ୍କୁ ଭେଟି ତାଙ୍କୁ ପଦରୁ ହଟାଇବାକୁ ଦାବି କରିଥିଲେ ।ରାଜ୍ୟରେ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ସେ ସ୍ୱୟଂସହାୟକ ଗୋଷ୍ଠୀ (ଏସ୍ଏଚଜି) ସଦସ୍ୟାଙ୍କ ଉପରେ ଚାପ ପକାଉଛନ୍ତି ।

Hunkar Live
Author: Hunkar Live

Read More

Leave a Comment

ias coaching , upsc coaching

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail