ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ

ଭୁବନେଶ୍ୱର : ଆଜି ଏକାମ୍ର ନିର୍ବାଚନମଣ୍ଡଳୀରୁ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ନାମାଙ୍କନପତ୍ର ଦାଖଲ କରିବେ । ସକାଳୁ ଶ୍ରୀଲିଙ୍ଗରାଜ ମନ୍ଦିରରୁ  ପଦଯାତ୍ରା ରେ ବାହାରିବେ । ହଜାର ହଜାର କର୍ମୀ, ସମର୍ଥକଙ୍କ ଗହଣରେ  ଉପ-ଜିଲ୍ଲାପାଳଙ୍କ ଅଫିସକୁ ଯିବେ ।

Leave a Comment

Read More