କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ବାଙ୍କୀ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକ ମାଆ ଚର୍ଚ୍ଚିକାଙ୍କ ଆଶୀର୍ବାଦ ଦର୍ଶନ କରିଛନ୍ତି

ବାଙ୍କୀ : କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ବାଙ୍କୀ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକ ମାଆ ଚର୍ଚ୍ଚିକାଙ୍କ ଆଶୀର୍ବାଦ ଦର୍ଶନ କରିଛନ୍ତି । ସୋମବାର ରାତିରେ ଆସି ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ଶରଣ ପଶିଥିଲେ । ଦଳର ଜିତାପଟ ନେଇ ମାଆଙ୍କୁ କରିଥିଲେ ଗୁହାରୀ । ଟିକେଟ ମିଳିବା ପରେ କଂଗ୍ରେସ କର୍ମୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।ବାଣ ଫୁଟାଇ ବାଜା ବଜାଇ ବାଙ୍କୀ ବଜାର ପରିକ୍ରମା କରି ପହଂଚିଥିଲେ ମାଙ୍କ ମନ୍ଦିରରେ । ସେଠି ପୂଜା ପାଠ କରି ତାଙ୍କର ନିର୍ବାଚନ ମଇଦାନକୁ ଉଲ୍ଲାଇବେ ବୋଲି କହିଛନ୍ତି ।

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail