୪୫ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜେପି

ଭୁବନେଶ୍ୱର : ବିଜେପି ପାଳନ କରୁଛି ୪୫ ତମ ପ୍ରତିଷ୍ଠା ଦିବସ । ଏପ୍ରିଲ ୬ ତାରିଖ ୧୯୮୦ରେ ଗଠନ ହୋଇଥିଲା ଭାରତୀୟ ଜନତା ପାର୍ଟି । ତେଣୁ ଆଜିର ଦିନକୁ ପ୍ରତିବର୍ଷ ଦେଶବ୍ୟାପି ବେଶ ଧୁମ୍ଧାମରେ ପାଳନ କରୁଛି ବିଜେପି । ଏହି ଅବସରରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ଦଳୀୟ ପତାକା ଉତୋଳନ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତେମାର ।ଦଳର ବରିଷ୍ଠ କର୍ମୀ ମାନେ ପ୍ରତିଷ୍ଠା ଦିବସରେ ସାମିଲ ହୋଇଥିଲେ ।

Leave a Comment

Read More