ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଜି ତୃତୀୟ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି।

ଭୁବନେଶ୍ୱର: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଜି ତୃତୀୟ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେଡି ସୁପ୍ରିମୋ ନବୀନ ପଟନାୟକ ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି।

୧)ରେଙ୍ଗାଲି-ସୁଦର୍ଶନ ହରିପାଲ
୨)ରାଉଲକେଲା-ଶାରଦା ନାୟକ
୩)ବୀରମିତ୍ରପୁର-ରୋହିତ ଯୋଶେଫ ତିର୍କୀ

୪)କେନ୍ଦୁଝର-ମୀନା ମାଝୀ
୫)ରାଇରଙ୍ଗପୁର-ରାଇସିଂ ମୁର୍ମୁ
୬)ବାଲେଶ୍ୱର-ସ୍ୱରୂପ ଦାସ
୭)ବାରବାଟୀ କଟକ- ପ୍ରକାଶ ବେହେରା
୮)ସାଲେପୁର- ପ୍ରଶାନ୍ତ ବେହେରା
୯)ଜୟେଦେବ-ନବକିଶୋର ମଲ୍ଲିକ

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail