୧୧୨ ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି

ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପ୍ରଥମ ପର୍ଯ୍ୟାୟରେ ମୋଟ ୧୧୨ ଜଣ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେପି କେନ୍ଦ୍ରୀୟ ନେତୃତ୍ବ । ବଡ କଥା ହେଉଛି ଅନେକ ଲୋକସଭା ପ୍ରାର୍ଥୀଙ୍କୁ ବିଧାନସଭା ଟିକେଟ୍‌ ଦେଇଛି ଦଳ ।ଆଉ କିଛି ପ୍ରାର୍ଥୀଙ୍କ ଟିକେଟ୍ କଟାଯାଇଛି ।

କେଉଁଠୁ କାହାକୁ ଟିକେଟ୍‌?

ଭଦ୍ରକ ଚାନ୍ଦବାଲିରୁ ଲଢିବେ ବିଜେପି ସଭାପତି ମନମୋହନ ସାମଲ

ପଦ୍ମପୁର-ଗୋବର୍ଦ୍ଧନ ଭୁଏ ,ବଡଚଣା-ଅମର ନାୟକ,ବଡଚଣା-ଅମର ନାୟକ,ବିଜେପୁର-ସନତ୍ କୁମାର ଗୁପ୍ତା,ବରଗଡ-ଅଶ୍ବିନୀ ଷଡଙ୍ଗୀ,ବଟଲୀ-ଇରାସିସ୍ ଆଚାର୍ଯ୍ୟ,ବ୍ରଜରାଜନର-ସୁରେଶ ପୂଜାରୀ ,ଝାରସୁଗୁଡା-ଟଙ୍କଧର ତ୍ରିପାଠୀ,ତଳସରା-ଭବାନୀ ଶଙ୍କର ଭୋଇ ,ସୁନ୍ଦରଗଡ-କୁସୁମ ଟେଟେ ,ବିରମିତ୍ରପୁର-ଶଙ୍କର ଓରାମ ,ରଘୁନାଥପାଲୀ-ଦୁର୍ଗା ଚରଣ ତନ୍ତିରାଜଗାଙ୍ଗପୁର-ନରସିଂହ ମିଞ୍ଜ ,ବଣାଇ-ସେବତି ନାୟକ ,କୁଚିଣ୍ଡା-ରବିନାରାୟଣ ନାୟକ ,ରେଙ୍ଗାଲି-ନାଉରୀ ନାୟକ,ସମ୍ବଲପୁର-ଜୟନାରାୟଣ ମିଶ୍ର ,ରେଢାଖୋଲ-ଦେବେନ୍ଦ୍ର ମହାପାତ୍ର ,ଦେବଗଡ-ସୁବାଷ ଚନ୍ଦ୍ର ପାଣିଗ୍ରାହୀ,ଆନନ୍ଦପୁର-ଆଲୋକ କୁମାର ସେଠୀ,କେନ୍ଦୁଝର-ମୋହନ ଚରଣ ମାଝୀ,ଜଶିପୁର-ଗଣେଶରାମ ସିଂହ ଖୁଣ୍ଟିଆ,ଉଦଳା-ଭାସ୍କର ମଢେଇ,ବଡସାହି-ସନାତନ ବୁଜଳି,ବାରିପଦା-ପ୍ରକାଶ ସୋରେନମୋରଡା-କୃଷ୍ଣ ଚନ୍ଦ୍ର ମହାପାତ୍ର,ଜଳେଶ୍ବର-ବ୍ରଜ ପ୍ରଧାନ,ବାଲେଶ୍ବର-ମାନସ କୁମାର ଦତ୍ତ,ରେମୁଣା-ଗୋବିନ୍ଦ ଚନ୍ଦ୍ର ଦାସ,ସୋର-ରାଜେନ୍ଦ୍ର ଦାସ,ସିମୁଳିଆ-ପଦ୍ମଲୋଚନ ପଣ୍ଡା,ଭଦ୍ରକ-ସିତାଂଶୁ ଶେଖର ମହାପାତ୍ର,ଧାମନଗର-ସୂରଜ ସୂର୍ଯ୍ୟବଂଶୀ,ବିଞ୍ଝାରପୁର-ବବିତା ମଲ୍ଲିକ,ଧର୍ମଶାଳା-ସୃତିରେଖା ପହି,ଯାଜପୁର-ଗୌତମ ରାୟ,କୋରେଇ-ଆକାଶ ଦାସ ନାୟକ,ସୁକିନ୍ଦା-ପ୍ରଦୀପ ବଳସାମନ୍ତ ,ଢେଙ୍କାନାଳ-କୃଷ୍ଣ ଚନ୍ଦ୍ର ପାତ୍ର,କାମାକ୍ଷାନଗର-ସତୃଘ୍ନ ଜେନା,ପରଜଙ୍ଗ-ବିଭୁତି ଭୂଷଣ ପ୍ରଧାନ,ପାଲଲହଡା-ଅଶୋକ ମହାନ୍ତି,ତାଳଚେର-କାଳନ୍ଦି ସାମଲ,ଅନୁଗୁଳ-ପ୍ରତାପ ପ୍ରଧାନ,ଛେଣ୍ଡିପଦା-ଅଗସ୍ତି ବେହେରା,ଆଠମଲ୍ଲିକ-ସଞ୍ଜୀବ ସାହୁ,ବିରମହାରାଜପୁର-ରଘୁନାଥ ଜଗଦଲା,ସୋନପୁର-ପ୍ରମୋଦ ମହାପାତ୍ର ,ଲୋଇସିଂହା-ମୁକେଶ ମହାଲିଙ୍ଗ ,ପାଟଣାଗଡ-କନକ ବର୍ଦ୍ଧନ ସିଂହ ଦେଓ,ବଲାଙ୍ଗିର-ଗୋପାଳଜୀ ପାଣିଗ୍ରାହୀ ,ଟିଟଲାଗଡ-ନବୀନ ଜୈନ,କଣ୍ଟାବାଞ୍ଝି-ଲକ୍ଷଣ ବାଗ୍ ,ନୂଆପଡା-ଅଭିନନ୍ଦନ ପଣ୍ଡା ,ଖଡିଆଳ-ହିତେଶ ବଗର୍ତ୍ତି,ଉମରକୋଟ-ନିତ୍ୟାନନ୍ଦ ଗଣ୍ଡ,ନବରଙ୍ଗପୁର-ଗୌରୀ ଶଙ୍କର ମାଝୀ ,ଲାଞ୍ଜିଗଡ-ରମେଶ ମାଝୀ ,ଜୁନାଗଡ-ମନୋଜ ମେହେର ,ଧର୍ମଗଡ-ସୁଧୀର ପାଟ୍ଟଜୋଶୀ,ଭବାନୀପାଟଣା-ପ୍ରଦୀପ୍ତ ନାୟକ ,ନର୍ଲା-ଅନିରୁଦ୍ଧ ପ୍ରଧାନ ,ବାଲିଗୁଡା-କଳ୍ପନା କଅଁର ,ଜି. ଉଦୟଗିରି-ମାନଗୋବିନ୍ଦ ପ୍ରଧାନ ,ଫୁଲବାଣୀ-ଉମା ମଲ୍ଲିକ ,କଣ୍ଟାମାଳ-କହ୍ନେଇ ଡାଙ୍ଗ,ବୌଦ୍ଧ-ସରୋଜ ପ୍ରଧାନ,ବଡମ୍ବା-ସମ୍ବିତ ତ୍ରିପାଠୀ ,ବାଙ୍କୀ-ତୁଷାରକାନ୍ତ ଚକ୍ରବର୍ତ୍ତୀ,ଆଠଗଠ-ଅଭୟ ବାରିକ,ଚୌଦାର କଟକ-ନୟନ ମହାନ୍ତି,ନିଆଳି-ଛବି ମଲ୍ଲିକ,କଟକ ସଦର-ପ୍ରକାଶ ସେଠୀ ,ମାହାଙ୍ଗା-ସୁମନ୍ତ ଘଡେଇ ,ପାଟକୁରା-ତେଜେଶ୍ବର ପରିଡା ,ଆଳି-କୃଷ୍ଣ ଚନ୍ଦ୍ର ପଣ୍ଡା ,ମହାକାଳପଡା-ଦୁର୍ଗା ପ୍ରସନ୍ନ ନାୟକ,ପାରାଦୀପ-ସମ୍ପଦ ସ୍ବାଇଁ ,ତିର୍ତ୍ତୋଲ-ରାଜକିଶୋର ବେହେରା ,ନିମାପଡା-ପ୍ରଭାତୀ ପରିଡା ,ପୁରୀ-ଜୟନ୍ତ ଷଡଙ୍ଗୀ ,ବ୍ରହ୍ମଗିରି-ଉପାସନା ମହାପାତ୍ର ,ସତ୍ୟବାଦୀ-ଓମ୍ ପ୍ରକାଶ ମିଶ୍ର ,ପିପିଲି-ଆଶ୍ରିତ ପଟ୍ଟନାୟକ ,ଜୟଦେବ-ଅରବିନ୍ଦ ଢାଲି,ଭୁବନେଶ୍ବର ମଧ୍ୟ-ଜଗନ୍ନାଥ ପ୍ରଧାନ,ବ୍ରଜରାଜନଗର-ସୁରେଶ ପୂଜାରୀ,ଭୁବନେଶ୍ବର ଉତ୍ତର-ପ୍ରିୟଦର୍ଶୀ ମିଶ୍ର ,ଭୁବନେଶ୍ବର ଏକାମ୍ର-ବାବୁ ସିଂହ,ଜଟଣୀ-ବିଶ୍ବରଞ୍ଜନ ବଡଜେନା,ଚିଲିକା-ପୃଥ୍ବୀରାଜ ହରିଚନ୍ଦନ,ରଣପୁର-ତାପସ ମାର୍ଥା,ଖଣ୍ଡପଡା-ଦୁଷ୍ମନ୍ତ ସ୍ବାଇଁ,ଦଶପଲ୍ଲା-ରାଘବ ମଲ୍ଲିକ,ନୟାଗଡ-ପ୍ରତ୍ୟୁଷା ରାଜେଶ୍ବରୀ ସିଂହ,ଭଞ୍ଜନଗର-ପ୍ରଦ୍ୟୁମ୍ନ ନାୟକ,ପୋଲସରା-ଗୋକୁଳ ମଲ୍ଲିକ,କବିସୂର୍ଯ୍ୟନଗର-ପ୍ରତାପ ନାୟକ,ଖଲ୍ଲିକୋଟ-ପୂର୍ଣ୍ଣ ସେଠୀ,ଛତ୍ରପୁର-କୃଷ୍ଣ ଚନ୍ଦ୍ର ନାୟକ,ଆସ୍କା-ସରୋଜ ପାଢୀ,ସୋରୋଡା-ନୀଳମଣି ବିଷୋଇ ,ହିଞ୍ଜିଳି-ଶିଶିର ମିଶ୍ର ,ଗୋପଳପୁର-ବିଭୂତି ଭୁଷଣ ଜେନା ,ବ୍ରହ୍ମପୁର-କେ. ଅନିଲ କୁମାର ,ଦିଗପହଣ୍ଡି-ସିଦ୍ଧାନ୍ତ ମହାପାତ୍ର ,ଚିକିଟି-ମନୋରଞ୍ଜନ ସାମନ୍ତରାୟ ,ପାରଳାଖେମୁଣ୍ଡି-କେ. ନାରାୟଣ ଦେଓ ,ଗୁଣୁପୁର-ତ୍ରିନାଥ ଗମାଙ୍ଗ,କୋରାପୁଟ-ରଘୁରାମ ମାଛ ,ପଟ୍ଟାଙ୍ଗୀ-ଚୈତନ୍ୟ ହନ୍ତାଳ,ମାଲକାନଗିରି-ନରସିଂହ ମାଡକାମୀ

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail