Wednesday, October 8, 2025

କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ସକିଲ୍‌

କଟକ : ଗ୍ୟାଙ୍ଗଷ୍ଟର ସକିଲ୍‌ର ଆତ୍ମସମର୍ପଣ । କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଆଜି ଆତ୍ମସମର୍ପଣ କରିଛି ଗ୍ୟାଙ୍ଗଷ୍ଟାର ସକିଲ । ସକିଲ୍‌ର ଜାମିନ୍ ଆବେଦନ ଖାରଜ ହୋଇଛି । କିଛି ସମୟ ପରେ ଜେଲ୍‌ ପଠାଯିବ । ତେବେ ଗୋଟିଏ ପଟେ କଟକରେ ପୁଣି ଗ୍ୟାଙ୍ଗ ମୁଣ୍ଡ ଟେକୁ ଥିବା ବେଳେ ଗ୍ୟାଙ୍ଗଷ୍ଟର ସକିଲର ଜାମିନ ଆବେଦନ ଖାରଜ ହେବା ପୁଲିସକୁ ଆଶ୍ୱସ୍ତ କରିଛି ।
ଗତ କିଛି ଦିନ ତଳେ କଟକର ଭୁଆଶୁଣି ପଠାରେ ଡି ଗ୍ୟାଙ୍ଗର କିଛି ସଦସ୍ୟ ମେଳି କରିଥିବା ଖବର ସାମ୍ନାକୁ ଆସିଥିଲା । ପାର୍ବଣ ବେଳେ ଅପରାଧୀଙ୍କ ଏଭଳି ମେଳି ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ।

Hunkar Live
Author: Hunkar Live

Read More

Leave a Comment

Read More

Our Company

Laest News

2024 Reserved Hunkar Live | Designed by Best News Portal Development Company - Traffic Tail