ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ପ୍ରଥମ ଥର ପାଇଁ ଆଦିବାସୀମାନଙ୍କ “ପବିତ୍ର ପୀଠସ୍ଥଳୀ” ପ୍ରଦର୍ଶିତ
ଭୁବନେଶ୍ଵର, ଜାନୁଆରୀ ୨୬: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ଉତ୍ସବର ପ୍ରଜ୍ଞାପନ ମେଢରେ ପ୍ରଥମ ଥର ପାଇଁ ଆଦିବାସୀମାନଙ୍କ “ପବିତ୍ର ପୀଠସ୍ଥଳୀ” ପ୍ରଦର୍ଶିତ ହୋଇଥିଲା, ଯେଉଁଥିରେ ସାନ୍ଥାଳ ସମ୍ପ୍ରଦାୟର ସଦସ୍ୟମାନେ