ଆଜିର ନୂଆ ଖବର |

ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଖୋର୍ଦ୍ଧାର କାଳୁ ଖଣ୍ଡାୟତରାୟ

ଭୁବନେଶ୍ବର: ଖୋର୍ଦ୍ଧାରେ ବିଜେପି କାହାକୁ ଟିକେଟ ଦେବ ସେ ନେଇ ଚାଲିଥିଲା ଆଶା ଓ ଆଶଙ୍କା। ତେବେ ଏହା ଭିତରେ ଦଳ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପି ଟିକେଟ ଦେଇସାରିଛି। ତେବେ

Read More »

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ବଡ଼ ଆକାରର ବିଜ୍ଞାପନ ଛାପି କ୍ଷମା ମାଗ

ନୂଆଦିଲ୍ଲୀ:ପତଞ୍ଜଳି ଆୟୁର୍ବେଦ ଔଷଧ ସମ୍ପର୍କରେ ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ରାମଦେବଙ୍କୁ ପୁଣି ଥରେ କଡ଼ା ଭାଷାରେ ଭତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଏପ୍ରିଲ ୩୦ରେ ପୁଣି ଥରେ ହାଜର ହେବାକୁ

Read More »

କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ବାଙ୍କୀ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକ ମାଆ ଚର୍ଚ୍ଚିକାଙ୍କ ଆଶୀର୍ବାଦ ଦର୍ଶନ କରିଛନ୍ତି

ବାଙ୍କୀ : କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ବାଙ୍କୀ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକ ମାଆ ଚର୍ଚ୍ଚିକାଙ୍କ ଆଶୀର୍ବାଦ ଦର୍ଶନ କରିଛନ୍ତି । ସୋମବାର ରାତିରେ ଆସି

Read More »

କଂଗ୍ରେସରୁ ବିଦା ହେଲେ ଜଟଣି ବିଧାୟକ ସୁର ରାଉତରାୟ । ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ କଲା ଏଆଇସିସି ।

ଭୁବନେଶ୍ୱର : କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କୁ ମହଙ୍ଗା ପଡିଛି ପୁତ୍ରମୋହ । କାରଣ ବିଶୃଙ୍ଖଳା ଓ ଦଳବିରୋଧୀ କାମ ପାଇଁ ତାଙ୍କୁ ଦୂରେଇ ଦେଇଛି କଂଗ୍ରେସ ।

Read More »

ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ଆଉ ୨୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ଆଉ ୨୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା

Read More »

୭୬ ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର :ଐତିହ୍ୟ ଓ କୀର୍ତ୍ତିରାଜିର ସହର ତଥା ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଆଜି ପାଳୁଛି ତା’ର ୭୬ ତମ ପ୍ରତିଷ୍ଠା ଦିବସ। ସମୟ ସହିତ ତାଳଦେଇ ବୃଦ୍ଧି ପାଇଛି ଭୁବନେଶ୍ୱରର

Read More »

ପ୍ରଶାନ୍ତ ଜଗଦ୍ଦେବ ନୁହେଁ, ତାଙ୍କ ଧର୍ମପତ୍ନୀ ସ୍ବାଗତିକାଙ୍କୁ ବିଜେପି ଦେବ ଟିକେଟ

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ସେ ଏଥର ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିବା ପରେ ଚର୍ଚ୍ଚା ବଢିଛି। ଜଗଦ୍ଦେବଙ୍କ ବଦଳରେ ବିଜେପି କୁଆଡେ ତାଙ୍କ

Read More »

ପୁତ୍ରମୋହରେ ନୀତିଭ୍ରଷ୍ଟ ସୁରେଶ କୁମାର ରାଉତରାୟ କାର୍ଯ୍ୟାନୁଷ୍ଠାନ ନେଇପାରୁନି କଂଗ୍ରେସ

ଭୁବନେଶ୍ୱର : ନୀତି ଆଦର୍ଶର ଦ୍ୱାହି ଦେଉଥିବା ରାଜ୍ୟର ଦୁଇ ବରିଷ୍ଠ  ସୁରେଶ କୁମାର ରାଉତରାୟ ଏବେ ପୁତ୍ରମୋହରେ ଅନ୍ଧ ହୋଇପଡ଼ିଛନ୍ତି । ନିଜର ସମ୍ପୂର୍ଣ୍ଣ ରାଜନୀତିକ ଜୀବନରେ ଯେଉଁ

Read More »

୨୪ ବର୍ଷର ନବୀନ ସରକାର ଓ ୧୦ବର୍ଷର ମୋଦୀ ସରକାରଙ୍କ ବିଫଳତାକୁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆଜି ୩ଟି ଏଲ୍ଇଡି ଭ୍ୟାନ୍‌ର ଉଦ୍‌ଘାଟନ କରାଯାଇଛି।

ଭୁବନେଶ୍ବର: ରାଜ୍ୟରେ ନିର୍ବାଚନ ପ୍ରଚାରକୁ ଓହ୍ଲାଇଛି କଂଗ୍ରେସ ୧୪୭ ନିର୍ବାଚନମଣ୍ଡଳୀ ପାଇଁ ଖୁବଶୀଘ୍ର ଅନ୍ୟ ଏଲ୍‌ଇଡି ଗାଡ଼ିଗୁଡ଼ିକ ଓଡ଼ିଶାରେ ପହଞ୍ଚିବ ବୋଲି ଜଣାପଡ଼ିଛି।ଏହି ଏଲ୍‌ଇଡି ଭ୍ୟାନ ଭୁବନେଶ୍ବରଠାରୁ ଆରମ୍ଭ କରି

Read More »

ପୁଅ ପାଇଁ ଭୋଟ ମାଗିଲେ ସୁର ରାଉତରାୟ

ଭୁବନେଶ୍ୱର,: ଭୁବନେଶ୍ୱର ଏମ୍‌ପି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ସୁରେଶ ରାଉତରାୟଙ୍କ ପ୍ରଚାର ଆରମ୍ଭ କରିଛନ୍ତି। ଆଜି ସକାଳୁ ସକାଳୁ ଭୁବନେଶ୍ୱର ବୁଦ୍ଧ ପାର୍କରେ ପହଞ୍ଚି ସୁର ରାଉତରାୟ ପୁଅ

Read More »

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail