Saturday, January 3, 2026

ଭାରତୀୟ ସେନାରେ ନୀରଜ ଚୋପ୍ରାଙ୍କୁ ବଡ଼ ଦାୟିତ୍ୱ ।

ଭାରତୀୟ ଜାଭଲିନ୍ ଖେଳାଳି ନୀରଜ ଚୋପ୍ରା ସେନାରେ ହୋଇଛନ୍ତି ଲେଫ୍ଟନାଣ୍ଟ କର୍ଣ୍ଣେଲ । ବୁଧବାର ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୀରଜ ଚୋପ୍ରାଙ୍କ କର୍ଣ୍ଣେଲ ପଦଏହାପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନାମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦ୍ୱୀ ନୀରଜଙ୍କୁ ଅଭିନନ୍ଦନ ଜଣାଇଥିଲେ । ତେବେ କ୍ରୀଡ଼ା କ୍ଷେତ୍ରରେ ନୀରଜଙ୍କ ସଫଳତା ପାଇଁ ଏପ୍ରିଲ ୧୬ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଟେରିଟୋରିଆଲ୍ ସେନାରେ ସମ୍ମାନଜନକ କମିସନ ପ୍ରଦାନ କରିଥିଲେ । ରେ ସମ୍ମାନିତ କରାଯାଇଛି । ଏହାପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନାମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦ୍ୱୀ ନୀରଜଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୀରଜଙ୍କୁ ଆନୁଷ୍ଠାନିକ ଭାବେ ତାଙ୍କ ନୂଆ ପଦବୀରେ ସମ୍ମାନିତ କରାଯାଇଥିଲା । ତେବେ ନୀରଜ ଜଣେ କେବଳ ମହାନ କ୍ରୀଡ଼ାବିତ ନୁହଁନ୍ତି, ବରଂ ସେ ଭାରତୀୟ ସେନାର ମଧ୍ୟ ଜଣେ ଉତ୍ସର୍ଗୀକୃତି ସୈନିକ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

Hunkar Live
Author: Hunkar Live

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail​