
ଭୁବନେଶ୍ୱରରେ ଅମିତ ଶାହ; ଡିଜିପି ସମ୍ମିଳନୀକୁ କରିବେ ଉଦଘାଟନ
ଭୁବନେଶ୍ୱର : ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଡିଜିପି ସମ୍ମିଳନୀରେ ସାମିଲ ହେବେ ଅମିତ ଶାହ । ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଆସି ପହଞ୍ଚିଲେ ଅମିତ
ଭୁବନେଶ୍ୱର : ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଡିଜିପି ସମ୍ମିଳନୀରେ ସାମିଲ ହେବେ ଅମିତ ଶାହ । ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଆସି ପହଞ୍ଚିଲେ ଅମିତ
ଡିଜିପି ସମ୍ମିଳନୀରେ ଯୋଗଦେବା ଲାଗି ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ସର୍ବଭାରତୀୟ ଡିଜିପି ସମ୍ମିଳନୀରେ ସେ ସାମିଲ ହେବେ। ଆଜିଠୁ ଭୁବନେଶ୍ୱ ରରେ ୩ ଦିନିଆ ଡିଜିପି ସମ୍ମିଳନୀ ଆରମ୍ଭ ହେଉଥିବା
WhatsApp us