
ଜାନୁଆରି ୧୪ ତାରିଖରୁ ଉତ୍ତର-ପୂର୍ବ ଭାରତରୁ ଆରମ୍ଭ ହେବାକୁ ଥିବା ‘ଭାରତ ନ୍ୟାୟ ଯାତ୍ରା’ର ନାମ ପରିବର୍ତ୍ତନ କରିଛି କଂଗ୍ରେସ।
ନୂଆଦିଲ୍ଲୀ: ଜାନୁଆରି ୧୪ ତାରିଖରୁ ଉତ୍ତର-ପୂର୍ବ ଭାରତରୁ ଆରମ୍ଭ ହେବାକୁ ଥିବା ‘ଭାରତ ନ୍ୟାୟ ଯାତ୍ରା’ର ନାମ ପରିବର୍ତ୍ତନ କରିଛି କଂଗ୍ରେସ। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି