Category: ସ୍ୱାସ୍ଥ୍ୟ

ବିଧାନସଭା ନିର୍ବାଚନ, ମିଜୋରାମରେ ୭୭.୪ ଓ ଛତିଶଗଡ଼ରେ ୭୦.୮୭% ମତଦାନ

ନୂଆଦିଲ୍ଲୀ: ଆଜି ମିଜୋରାମରେ ୭୭.୪ ପ୍ରତିଶତ ମତଦାନ ହୋଇଥିବା ବେଳେ ଛତିଶଗଡ଼ରେ ୭୦.୮୭ ପ୍ରତିଶତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ସନ୍ଧ୍ୟା ୫ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଏହା ରେକର୍ଡ କରାଯାଇଛି।

Read More »