ସୁପ୍ରିମକୋର୍ଟ ମଙ୍ଗଳବାର ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନି ପତଞ୍ଜଳି ଆୟେୁର୍ବେଦକୁ କଡ଼ା ଭର୍ତ୍ସନା କରିଛନ୍ତି।

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନି ପତଞ୍ଜଳି ଆୟେୁର୍ବେଦକୁ କଡ଼ା ଭର୍ତ୍ସନା କରିଛନ୍ତି। ଏଲୋପାଥିକ ଔଷଧକୁ ନେଇ ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ଉପରେ କମ୍ପାନିକୁ ତାଗିଦ୍‌ କରିବା ସହ ନିଜର ଔଷଧ ବିଷୟରେ ଭୁଲ୍ ଦାବି ନକରିବାକୁ ପରାମର୍ଶ ଦେଇଥିଲେ।ଖାଲି ସେତିକି ନୁହେଁ ଅଦାଲତ କହିଥିଲେ ଯେ, ”ଯଦି ରୋଗ ଠିକ୍ କରିବାରେ ଆପଣଙ୍କ ଉତ୍ପାଦ ଭୁଲ୍ ପ୍ରମାଣିତ ହେଲା ତେବେ ୧୦୦ କୋଟିର ଜରିମାନା ଲଗାଯିବ।”

Leave a Comment

Read More